{"product_id":"jeebanara-jaughara-9781645604976","title":"Jeebanara Jaughara","description":"\u003cp\u003eମହାମାରୀ କରୋନା ଯେତେବେଳେ ତା'ର ବାହୁବିସ୍ତାର କରି ମାଡ଼ି ଆସିଲା, ସାରା ଦୁନିଆ ସ୍ତବ୍ଧ ହୋଇଗଲା । ସବୁଆଡ଼େ ଶୂନଶାନ୍], ଦୋକାନ ବଜାର ବନ୍ଦ । ଘରୁ ବାହାରିବାକୁ ମନା । ଭୟରେ ଥରହର ସମସ୍ତେ । କେତେ କେତେ ଜୀବନ ଚାଲିଗଲା ଅକାଳରେ । ଦୁଃଖର ବିଷୟ ଯେ ଆତ୍ମୀୟକୁ ମନା, ମରିଥିବା ଲୋକର ପାଖ ମାଡ଼ିବାକୁ । ସ୍ୱାମୀ ସ୍ତ୍ରୀ, ପୁଅଝିଅ ଆଦି ସମ୍ପର୍କ ସବୁ ଠପ୍ ହୋଇଗଲା ସଂକ୍ରମଣ ଭୟରେ । ଘରେ ବସି ବସି ତାରି ଉପରେ ଗପଟିଏ ଲେଖୁଲେଖୁ ଲେଖି ହୋଇଗଲା ଅନେକ କିଛି । ଗପଟି ରୂପ ନେଇଗଲା ଉପନ୍ୟାସର ।\u003c\/p\u003e\u003cbr\u003e\u003cbr\u003e\u003cb\u003eAuthor:\u003c\/b\u003e Anupama Samantaray (Pattanaik)\u003cbr\u003e\u003cb\u003ePublisher:\u003c\/b\u003e Black Eagle Books\u003cbr\u003e\u003cb\u003ePublished:\u003c\/b\u003e 01\/06\/2024\u003cbr\u003e\u003cb\u003ePages:\u003c\/b\u003e 150\u003cbr\u003e\u003cb\u003eBinding Type:\u003c\/b\u003e Paperback\u003cbr\u003e\u003cb\u003eWeight:\u003c\/b\u003e 0.44lbs\u003cbr\u003e\u003cb\u003eSize:\u003c\/b\u003e 8.50h x 5.50w x 0.35d\u003cbr\u003e\u003cb\u003eISBN:\u003c\/b\u003e 9781645604976\u003cbr\u003e\u003cb\u003eLanguage:\u003c\/b\u003e Oriya\u003cp\u003e\u003ci\u003eThis title is not returnable\u003c\/i\u003e\u003cbr\u003e\u003c\/p\u003e","brand":"Black Eagle Books","offers":[{"title":"Paperback","offer_id":43173214453875,"sku":"9.78165E+12","price":19.95,"currency_code":"EUR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0555\/9255\/0515\/files\/img_bc47bde8-7ec3-4a71-b5a6-ff2a90037088.jpg?v=1751629915","url":"https:\/\/bookstorenmore.com\/en-de\/products\/jeebanara-jaughara-9781645604976","provider":"Bookstore N More","version":"1.0","type":"link"}