{"product_id":"khali-hatare-9781645603887","title":"Khali Hatare","description":"\u003cp\u003eମନୋରଞ୍ଜନର କବିତା 'ଚାହାରେ ଟିକେ ସର ପକେଇଲା ପରି' ।\u003c\/p\u003e\u003cp\u003e- ଜୟନ୍ତ ମହାପାତ୍ର\u003c\/p\u003e\u003cp\u003e\u003cbr\u003e\u003c\/p\u003e\u003cp\u003eମନୋରଞ୍ଜନ 'ଅଳ୍ପ ଲେଖି ସିଦ୍ଧ' ।\u003c\/p\u003e\u003cp\u003e- ରାଜେନ୍ଦ୍ର କିଶୋର ପଣ୍ଡା\u003c\/p\u003e\u003cp\u003e\u003cbr\u003e\u003c\/p\u003e\u003cp\u003eକୌଣସି ବାଦ, ତତ୍ତ୍ୱ ବା କୌଣସି ନିର୍ଦ୍ଦିଷ୍ଟ ବିଚାରଧାରାର ଊର୍ଦ୍ଧ୍ୱରେ ବିଶେଷକରି, ଚାପମୁକ୍ତ ମନୋରଞ୍ଜନର କବିତା ।\u003c\/p\u003e\u003cp\u003e- ରାମଚନ୍ଦ୍ର ବେହେରା\u003c\/p\u003e\u003cp\u003e\u003cbr\u003e\u003c\/p\u003e\u003cp\u003eକବିତା 'ଜେଜେଙ୍କ ଚଷମା'ର ଗୋଟେ ଗୋଟେ ଧାଡ଼ି ଗୋଟେ ଗୋଟେ ପୃଷ୍ଠାରେ ରଖି ଏକ ଚିତ୍ର କବିତା ସଂକଳନଟେ କରାଯାଇପାରେ ।\u003c\/p\u003e\u003cp\u003e- ପ୍ରକାଶ କୁମାର ପରିଡ଼ା\u003c\/p\u003e\u003cp\u003e\u003cbr\u003e\u003c\/p\u003e\u003cp\u003eମନୋରଞ୍ଜନର କବିତା ପୃଥିବୀକୁ ବାରମ୍ବାର ଫେରିବାର ପ୍ରତିଶ୍ରୁତି ଦିଏ, ମୋକ୍ଷ ପାଇଁ ଗୁହାରି କରେ ।\u003c\/p\u003e\u003cp\u003e- ଅତୁଲ ବଳ\u003c\/p\u003e\u003cbr\u003e\u003cbr\u003e\u003cb\u003eAuthor:\u003c\/b\u003e Manoranjan Sahoo\u003cbr\u003e\u003cb\u003ePublisher:\u003c\/b\u003e Black Eagle Books\u003cbr\u003e\u003cb\u003ePublished:\u003c\/b\u003e 05\/01\/2023\u003cbr\u003e\u003cb\u003ePages:\u003c\/b\u003e 106\u003cbr\u003e\u003cb\u003eBinding Type:\u003c\/b\u003e Paperback\u003cbr\u003e\u003cb\u003eWeight:\u003c\/b\u003e 0.32lbs\u003cbr\u003e\u003cb\u003eSize:\u003c\/b\u003e 8.50h x 5.50w x 0.25d\u003cbr\u003e\u003cb\u003eISBN:\u003c\/b\u003e 9781645603887\u003cbr\u003e\u003cb\u003eLanguage:\u003c\/b\u003e Oriya\u003cp\u003e\u003ci\u003eThis title is not returnable\u003c\/i\u003e\u003cbr\u003e\u003c\/p\u003e","brand":"Black Eagle Books","offers":[{"title":"Paperback","offer_id":40983381606515,"sku":"9.78165E+12","price":15.95,"currency_code":"EUR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0555\/9255\/0515\/products\/img_6b4eb761-081e-4bfd-b20f-85add93acaa9.jpg?v=1696518533","url":"https:\/\/bookstorenmore.com\/en-de\/products\/khali-hatare-9781645603887","provider":"Bookstore N More","version":"1.0","type":"link"}