{"product_id":"labanga-9781645604969","title":"Labanga","description":"\u003cp\u003eଲବଙ୍ଗର ମୂଳ ହିନ୍ଦି ଲେଖକ ସ୍ୱର୍ଗତ କୁଶବାହା କାନ୍ତ ଏହାକୁ ବିଂଶ ଶତାବ୍ଦୀର ଚତୁର୍ଥ ଦଶକରେ ଲେଖିଥିଲେ । ସେଥିରେ ସେ ସେତେବେଳର ଅର୍ଥାତ୍] ଦେଶ ସ୍ୱାଧୀନ ହେବାର ଠିକ୍] ପୂର୍ବର ଏବଂ ପରବର୍ତ୍ତୀ କାଳର ସାମାଜିକ ତଥା ଅର୍ଥନୈତିକ ଅବସ୍ଥାର ସୁନ୍ଦର ଭାବରେ ଚିତ୍ରଣ କରିଥିଲେ । ମୋତେ ବହୁତ ଭଲ ଲାଗିଥିଲା, ତେଣୁ ତାକୁ ଓଡ଼ିଆ ଭାଷାରେ ଅନୁବାଦ କରିବାକୁ ମନସ୍ଥ କରିଥିଲି । \u003c\/p\u003e\u003cp\u003eଏହି ମୂଳ ପୁସ୍ତକଟି ଲେଖା ହେଲାବେଳେ ସେତେବେଳର ଟଙ୍କା ପଇସା ଆମର ଏବେକାର ଚଳୁଥିବା ଟଙ୍କା ପଇସା ଠାରୁ ଅଲଗା ଥିଲା । ସେତେବେଳେ ଏକ ଟଙ୍କା ଷୋଳ ଅଣା ଏବଂ ଏକ ଅଣା ଚାରି ପଇସା ଥିଲା । ପୁଣି ଏକ ପଇସାର ଅଧାକୁ ଅଧୁଲି କୁହାଯାଉଥିଲା ଏବଂ ପଇସାର ଏକ ତୃତୀୟାଂଶକୁ ପାହୁଲି କୁହାଯାଉଥିଲା । ସେତେବେଳର ବଜାର ଦରଦାମକୁ ନେଇ ଏତିକି କୁହାଯାଇପାରେ ଯେ, ସେତେବେଳେ ସୁନା ଏକଭରି (୧୧.୬୬ ଗ୍ରାମ)ର ମୂଲ୍ୟ ୯୯ ଟଙ୍କା ଥିଲା । ସେହି ପରିପ୍ରେକ୍ଷୀରେ ପାଠକମାନେ ଏହି ବହିଟିକୁ ପଢ଼ିବାକୁ ଅନୁରୋଧ ।\u003c\/p\u003e\u003cp\u003e --- ଚିତ୍ତରଞ୍ଜନ ପଟ୍ଟନାୟକ\u003c\/p\u003e\u003cp\u003e\u003cbr\u003e\u003c\/p\u003e\u003cbr\u003e\u003cbr\u003e\u003cb\u003eAuthor:\u003c\/b\u003e Chittaranjan Patnaik\u003cbr\u003e\u003cb\u003ePublisher:\u003c\/b\u003e Black Eagle Books\u003cbr\u003e\u003cb\u003ePublished:\u003c\/b\u003e 01\/06\/2024\u003cbr\u003e\u003cb\u003ePages:\u003c\/b\u003e 270\u003cbr\u003e\u003cb\u003eBinding Type:\u003c\/b\u003e Paperback\u003cbr\u003e\u003cb\u003eWeight:\u003c\/b\u003e 0.76lbs\u003cbr\u003e\u003cb\u003eSize:\u003c\/b\u003e 8.50h x 5.50w x 0.61d\u003cbr\u003e\u003cb\u003eISBN:\u003c\/b\u003e 9781645604969\u003cbr\u003e\u003cb\u003eLanguage:\u003c\/b\u003e Oriya\u003cbr\u003e\u003cp\u003e\u003cb\u003eAbout the Author\u003c\/b\u003e\u003cbr\u003e\u003cb\u003e\u003ci\u003ePatnaik, Chittaranjan:\u003c\/i\u003e\u003c\/b\u003e - Chittaranjan Patnaik (Born-April 1, 1951) is a passionate translator. After retiring from State Bank of India, he has been into translation and creative writing. His published works are \"The New Horizon\" and \"Guruji Chandrabhanu Satpathy: A Unique Personality\".\u003c\/p\u003e\u003cp\u003e\u003ci\u003eThis title is not returnable\u003c\/i\u003e\u003cbr\u003e\u003c\/p\u003e","brand":"Black Eagle Books","offers":[{"title":"Paperback","offer_id":43173214486643,"sku":"9.78165E+12","price":23.95,"currency_code":"EUR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0555\/9255\/0515\/files\/img_d375d633-814b-4006-ae64-bc82f6d3ee0f.jpg?v=1751629920","url":"https:\/\/bookstorenmore.com\/en-de\/products\/labanga-9781645604969","provider":"Bookstore N More","version":"1.0","type":"link"}