{"product_id":"bhata-khoju-khoju-9781645602736","title":"Bhata Khoju Khoju","description":"\u003cp\u003eକବି ବାସୁଦେବ ସୁନାନୀଂକ ନବମ କବିତା ପୁସ୍ତକ ହେଉଛି \"ଭାତ ଖୋଜୁଖୋଜୁ\" । ବାସୁଦେବ କଳ୍ପନାରେ ବିଶ୍ବାସ ନ କରି ବାସ୍ତବତା ଉପରେ ନିଜର ବିଚାର ଓ ଚିନ୍ତନକୁ କେନ୍ଦ୍ରୀଭୁତ କରି ଥା'ନ୍ତି । ତାଂକ କବିତା ସବୁବେଳେ ସୂକ୍ଷ୍ମ ଜବକାଚ ଭଳି, ଯେଉଁ ଜବକାଚ ମାଧ୍ଯମରେ ଜଣେ ପାଠକ, ସ୍ପଷ୍ଟ ଭାବରେ ଦେଖି ପାରିଥାଏ ସାଂପ୍ରତିକ ସମାଜର ଅସଂଗତି ଓ ଅବ୍ଯବସ୍ଥା । କବିତା ସବୁକୁ ପଢିଲେ ପାଠକ ଅନେକ କଥା, ଘଟଣା, ସ୍ଥିତି ସହ ଭେଟହେବ ଯେମିତି ଚାଷୀର ସମସ୍ଯା ଓ ତତ୍ ଜନିତ ପ୍ରତିବାଦ, ନାରୀ ନିର୍ଯ୍ଯାତନା, ଧର୍ଷଣ, ଜାତିବାଦ, ବ୍ରାହ୍ମଣବାଦ, ବର୍ତମାନର ରାଜନୀତି ଓ ଗଣତନ୍ତ୍ରର ଅବସ୍ଥା, କରୋନା କାଳର ହା...ହା...କାର, ବିକାଶର ପରିଭାଷା,ସାମ୍ରାଜ୍ଯବାଦ ବିପକ୍ଷରେ ସ୍ବର ସହ ଭୋକର କଲବଲ, ଏମିତି ଅନେକ ଛବିକୁ କବିତାରେ ତିତ୍ରାୟିତ କରିଛନ୍ତି । ଏ କବିତାମାନ ସୁଖପାଠ୍ଯ କେବଳ ନୁହେଁ ବରଂ ଇତିହାସ, ସାଂପ୍ରତିକ ସାମାଜିକ ଅବସ୍ଥା, ଅର୍ଥନୀତି ତଥା ଧାର୍ମିକ ସ୍ଥିତି, ଇତ୍ଯାଦିକୁ ବୁଝିବା ପାଇଁ ବୌଦ୍ଧିକ ଇଂଦନ ଯୋଗାଉ ଥିବା ଏକ ନିଆରା ଦସ୍ତାବିଜ। \u003c\/p\u003e\u003cp\u003e\"ଭାତ ଖୋଜୁଖୋଜୁ\"ର କବିତା ସବୁ ପଢିଲେ ଏକ ନିଶ୍ଚିତ ଧାରଣା ସୃଷ୍ଟି ହୁଏଯେ କବି ଜଣେ ସମାଜର ବୌଦ୍ଧିକ ପ୍ରତିନିଧି ଅଟେ । ଆଶା, ଏ କବିତା ବହି ପାଠକୀୟ ପ୍ରେମଲାଭ କରିବ ।\u003c\/p\u003e\u003cp\u003e\u003cbr\u003e\u003c\/p\u003e\u003cbr\u003e\u003cbr\u003e\u003cb\u003eAuthor:\u003c\/b\u003e Basudev Sunani\u003cbr\u003e\u003cb\u003ePublisher:\u003c\/b\u003e Black Eagle Books\u003cbr\u003e\u003cb\u003ePublished:\u003c\/b\u003e 08\/07\/2022\u003cbr\u003e\u003cb\u003ePages:\u003c\/b\u003e 164\u003cbr\u003e\u003cb\u003eBinding Type:\u003c\/b\u003e Paperback\u003cbr\u003e\u003cb\u003eWeight:\u003c\/b\u003e 0.47lbs\u003cbr\u003e\u003cb\u003eSize:\u003c\/b\u003e 8.50h x 5.50w x 0.38d\u003cbr\u003e\u003cb\u003eISBN:\u003c\/b\u003e 9781645602736\u003cbr\u003e\u003cb\u003eLanguage:\u003c\/b\u003e Oriya\u003cp\u003e\u003ci\u003eThis title is not returnable\u003c\/i\u003e\u003cbr\u003e\u003c\/p\u003e","brand":"Black Eagle Books","offers":[{"title":"Paperback","offer_id":40981081260147,"sku":"9.78165E+12","price":21.13,"currency_code":"USD","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0555\/9255\/0515\/products\/img_8979d1ad-59aa-405d-b2dd-2e78aacd4f4e.jpg?v=1696429913","url":"https:\/\/bookstorenmore.com\/products\/bhata-khoju-khoju-9781645602736","provider":"Bookstore N More","version":"1.0","type":"link"}