1
/
of
1
Black Eagle Books
Jeebanara Jaughara
Jeebanara Jaughara
Regular price
€19,95 EUR
Regular price
Sale price
€19,95 EUR
Shipping calculated at checkout.
Quantity
Couldn't load pickup availability
ମହାମାରୀ କରୋନା ଯେତେବେଳେ ତା'ର ବାହୁବିସ୍ତାର କରି ମାଡ଼ି ଆସିଲା, ସାରା ଦୁନିଆ ସ୍ତବ୍ଧ ହୋଇଗଲା । ସବୁଆଡ଼େ ଶୂନଶାନ୍], ଦୋକାନ ବଜାର ବନ୍ଦ । ଘରୁ ବାହାରିବାକୁ ମନା । ଭୟରେ ଥରହର ସମସ୍ତେ । କେତେ କେତେ ଜୀବନ ଚାଲିଗଲା ଅକାଳରେ । ଦୁଃଖର ବିଷୟ ଯେ ଆତ୍ମୀୟକୁ ମନା, ମରିଥିବା ଲୋକର ପାଖ ମାଡ଼ିବାକୁ । ସ୍ୱାମୀ ସ୍ତ୍ରୀ, ପୁଅଝିଅ ଆଦି ସମ୍ପର୍କ ସବୁ ଠପ୍ ହୋଇଗଲା ସଂକ୍ରମଣ ଭୟରେ । ଘରେ ବସି ବସି ତାରି ଉପରେ ଗପଟିଏ ଲେଖୁଲେଖୁ ଲେଖି ହୋଇଗଲା ଅନେକ କିଛି । ଗପଟି ରୂପ ନେଇଗଲା ଉପନ୍ୟାସର ।
Author: Anupama Samantaray (Pattanaik)
Publisher: Black Eagle Books
Published: 01/06/2024
Pages: 150
Binding Type: Paperback
Weight: 0.44lbs
Size: 8.50h x 5.50w x 0.35d
ISBN: 9781645604976
Language: Oriya
This title is not returnable
Share
