Skip to product information
1 of 1

Black Eagle Books

Drasta: Odia translation of The Prophet

Drasta: Odia translation of The Prophet

Regular price $21.13 USD
Regular price Sale price $21.13 USD
Sale Sold out
Shipping calculated at checkout.
Format
Quantity

ପ୍ରାଚ୍ୟର ଓ ମଧ୍ୟପ୍ରାଚ୍ୟର ଦର୍ଶନର ଅପୂର୍ବ ସମନ୍ୱୟରେ ଏହି ଗ୍ରନ୍ଥଟି ସମୃଦ୍ଧ । ଏହା ଏକ ଅଭିରୁଚି ସମ୍ପନ୍ନ ଗ୍ରନ୍ଥର ମାନ୍ୟତାପ୍ରାପ୍ତ । ଶ୍ରୀମଦ୍ ଭଗବଦ୍ ଗୀତା ଓ ଉପନିଷଦୀୟ ଚିନ୍ତାଧାରାର ଅପୂର୍ବ ସମନ୍ୱୟରେ ଏହା ପରିପୁଷ୍ଟ ।

ଜିବ୍ରାନଙ୍କର "ଦ୍ରଷ୍ଟା" ସହିତ ରବୀନ୍ଦ୍ରନାଥ ଟାଗୋରଙ୍କର "ଗୀତାଂଜଳି"ର ତୁଳନା କରିଛନ୍ତି ନୋବେଲ ବିଜୟୀ ଫରାସୀ ସାହିତ୍ୟିକ ଆଁନ୍ଦ୍ରେଜିଦ୍ । ସିଏ କହିଛନ୍ତି 'ଗୀତାଂଜଳି'ର ପ୍ରାଚ୍ୟ ଏତେ ମଧୁର ସ୍ୱରରେ ଆଉ କେବେ କଥା କହିନି । ଗୀତାଂଜଳି (୧୯୧୩) ଓ ଦ୍ରଷ୍ଟା (୧୯୨୩), ଏହି ଦୁଇଟି କାବ୍ୟଗ୍ରନ୍ଥ ପ୍ରକାଶିତ ହୋଇଛି ଏକ ଯୁଗର ବ୍ୟବଧାନରେ । ଏହି ସମୟର ମଝିରେ ଜଗତ୍]ବିଖ୍ୟାତ ଦୁଇଜଣଯାକ କବିଙ୍କର ଦେଖା ହୋଇଛି ଏକାଧିକବାର । ସେମାନଙ୍କର ସାକ୍ଷାତକାର ସମ୍ପର୍କରେ ଜିବ୍ରାନ କହନ୍ତି, "ରବୀନ୍ଦ୍ରନାଥ ଟାଗୋରଙ୍କ ସହିତ ମୋର ଦେଖା ହୋଇଛି । ସିଏ ମୋତେ ତାଙ୍କର କେତୋଟି କବିତା ପଢ଼ିକରି ଶୁଣାଇଛନ୍ତି ।"୍]

ଜିବ୍ରାନଙ୍କର ଜୀବନୀକାରଙ୍କ ଲେଖାରୁ ଜଣାଯାଏ, ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦର୍ଶନ ନେଇ ସେମାନଙ୍କ ମଧ୍ୟରେ ଦୀର୍ଘ ଆଲୋଚନା ଓ ମତ ବିନିମୟ ହୋଇଛି ।

ଜିବ୍ରାନଙ୍କର ଏହି ପ୍ରସିଦ୍ଧ ପୁସ୍ତକଟିର ବିଷୟବସ୍ତୁ ଯାହା ପ୍ରଶ୍ନ-ଉତ୍ତର ଛଳରେ ୨୬ଟି ଗଦ୍ୟ-କବିତା (କାବ୍ୟିକ-ପ୍ରବନ୍ଧ) ମଧ୍ୟ ଦେଇ ଗଢ଼ି ଉଠିଛି । ତାହା ପ୍ରକାଶ ପାଇବା ଏବେ ଶହେ ବର୍ଷ ପୂର୍ଣ୍ଣ ହେଲା । ରେକର୍ଡ଼ ଅନୁସାରେ ୧୯୨୩ ମସିହାରେ ଯ

Author: Manoranjan Pattanayak,Kahlil Gibran
Publisher: Black Eagle Books
Published: 03/14/2024
Pages: 100
Binding Type: Paperback
Weight: 0.30lbs
Size: 8.50h x 5.50w x 0.24d
ISBN: 9781645605324
Language: Oriya

About the Author
Pattanayak, Manoranjan: - ମନୋରଂଜନ ପଟ୍ଟନାୟକ ୫୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ମୁମ୍ବଇରେ ରହୁଛନ୍ତି । ଏଯାଏଁ ତାଙ୍କର ୯ଟି ଅନୂଦିତ ପୁସ୍ତକ ପ୍ରକାଶ ପାଇଛି । ସେଗୁଡ଼ିକ ହେଲା- 'ଓମାର କାବ୍ୟ', 'ମେଘଦୂତ', 'ଗୀତାଞ୍ଜଳି'(ନୋବେଲ ପୁରସ୍କାର ପ୍ରାପ୍ତ), 'ମଧୁଶାଳା', 'ଋତୁସଂହାର', 'ଓମାର ଖୈୟାମ- ରୁବାଇୟାତ', 'ପାବ୍ଲୋ ନେରୁଦା- ଶହେଟି ପ୍ରେମର ସନେଟ୍ ଓ ୨୦ଟି କବିତା ପ୍ରେମର ଓ ଗୋଟିଏ ଗୀତ ହତାଶାର', 'ଶ୍ରୀମଦ୍]ଭଗବଦ୍]ଗୀତା' ଓ 'ହଂସଦୂତ' । ଏହି 'ଦ୍ରଷ୍ଟା' ଗ୍ରନ୍ଥର ଓଡ଼ିଆ ଅନୁବାଦ ହେଉଛି ତାଙ୍କର ଦଶମ ଅନୂଦିତ ପୁସ୍ତକ । ପାଠକ ପାଠିକାମାନେ ଏହାକୁ ପସନ୍ଦ କରିବେ ବୋଲି ଆଶା । ମୋ-୯୯୮୭୦୨୨୯୩୦ ।

This title is not returnable

View full details