Skip to product information
1 of 1

Black Eagle Books

Khali Hatare

Khali Hatare

Regular price $18.11 USD
Regular price Sale price $18.11 USD
Sale Sold out
Shipping calculated at checkout.
Format
Quantity

ମନୋରଞ୍ଜନର କବିତା 'ଚାହାରେ ଟିକେ ସର ପକେଇଲା ପରି' ।

- ଜୟନ୍ତ ମହାପାତ୍ର


ମନୋରଞ୍ଜନ 'ଅଳ୍ପ ଲେଖି ସିଦ୍ଧ' ।

- ରାଜେନ୍ଦ୍ର କିଶୋର ପଣ୍ଡା


କୌଣସି ବାଦ, ତତ୍ତ୍ୱ ବା କୌଣସି ନିର୍ଦ୍ଦିଷ୍ଟ ବିଚାରଧାରାର ଊର୍ଦ୍ଧ୍ୱରେ ବିଶେଷକରି, ଚାପମୁକ୍ତ ମନୋରଞ୍ଜନର କବିତା ।

- ରାମଚନ୍ଦ୍ର ବେହେରା


କବିତା 'ଜେଜେଙ୍କ ଚଷମା'ର ଗୋଟେ ଗୋଟେ ଧାଡ଼ି ଗୋଟେ ଗୋଟେ ପୃଷ୍ଠାରେ ରଖି ଏକ ଚିତ୍ର କବିତା ସଂକଳନଟେ କରାଯାଇପାରେ ।

- ପ୍ରକାଶ କୁମାର ପରିଡ଼ା


ମନୋରଞ୍ଜନର କବିତା ପୃଥିବୀକୁ ବାରମ୍ବାର ଫେରିବାର ପ୍ରତିଶ୍ରୁତି ଦିଏ, ମୋକ୍ଷ ପାଇଁ ଗୁହାରି କରେ ।

- ଅତୁଲ ବଳ



Author: Manoranjan Sahoo
Publisher: Black Eagle Books
Published: 05/01/2023
Pages: 106
Binding Type: Paperback
Weight: 0.32lbs
Size: 8.50h x 5.50w x 0.25d
ISBN: 9781645603887
Language: Oriya

This title is not returnable

View full details